ହଂସପାଳ ଫ୍ଲାଏଓଭର୍‌ ନିର୍ମାଣ ପ୍ରସଙ୍ଗ: ଭଣ୍ଡେଇ ଚାଲିଛି ଏନ୍‌ଏଚ୍‌ଏଆଇ

ଭୁବନେଶ୍ବର : ୨୦୧୯ ଅଗଷ୍ଟ ୧୯। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ଟ୍ବିଟର୍‌ ପୋଷ୍ଟ୍‌ରେ ହଂସପାଳ ଛକରେ ଫ୍ଲାଏଓଭର୍‌ ବ୍ରିଜ୍‌ ନିର୍ମାଣ ହେବା ‌ନେଇ ପୋଷ୍ଟ୍‌ କଲେ। କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ୍‌ ଗଡ୍‌କରୀଙ୍କୁ ଧନ୍ୟବାଦ ଜଣାଇବା ସହ ୩୦କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ବ୍ରିଜ୍‌ ୧୨୦ ଦିନ ଭିତରେ ଟେଣ୍ଡର ଓ ୧୮ମାସ ଭିତରେ କାମ ସରିବ ବୋଲି ସେହି ପୋଷ୍ଟ୍‌ରେ ସ୍ପଷ୍ଟ … Continue reading ହଂସପାଳ ଫ୍ଲାଏଓଭର୍‌ ନିର୍ମାଣ ପ୍ରସଙ୍ଗ: ଭଣ୍ଡେଇ ଚାଲିଛି ଏନ୍‌ଏଚ୍‌ଏଆଇ